ଶ୍ରୁତାର୍ଥ

ଉଇକିଅଭିଧାନ‌ରୁ

ଶ୍ରୁତାର୍ଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଣ—(ବହୁବ୍ରୀହି; ଶ୍ରୁତ+ଅର୍ଥ)[ସମ୍ପାଦନା]

ଶୁଣିବା ମାତ୍ରେ ଯହିଁର ଅର୍ଥ ବୁଝାଯାଏ —Easily understood; of which the meaning is understood as soon as it is heard.

ସଂସ୍କୃତ - ବି—(କର୍ମଧା)[ସମ୍ପାଦନା]

ଶୁଣିବା ମାତ୍ରକେ ବୁଝା ଯିବା ଅର୍ଥ —The meaning which is understood immediately on hearing a word.