ଶ୍ରୁତିକଟୁତା

ଉଇକିଅଭିଧାନ‌ରୁ

ଶ୍ରୁତିକଟୁତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରୁତିକଟୁ ଦୋଷ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ରଚନାଦିରେ ଦୁଃଶ୍ରାବ୍ୟତା ଦୋଷ; କର୍କଶ ଶବ୍ଦ ପ୍ରୟୋଗରୂପ ଦୋଷ —A cacophony; a defect in a composition, use of words viz, jarring to the ear.

[ଦ୍ରଷ୍ଟବ୍ୟ —ଶ୍ରୁତିକଟୁତା ଦୋଷର ଉଦାହରଣ— "ଦୁର୍ଯ୍ୟୋଧନଃ—ଏହି ଆରଣ୍ୟ ଭୂମି ସ୍ଥାନେ ସ୍ଥାନେ, ନବପ୍ରସବିନୀ ମୃଗୀଗର୍ଭ ରୁଧିର ଲୋହିତା, ମୃଗନାଭିଗନ୍ଧିନୀ, ଦନ୍ତାବଳମଦଜଳମଳିନା, ବନ୍ଧନଚ୍ୟୁତ ସୁମନସମୂହାସ୍ତରଣା, ପରାଗପଟଳପାଂଶୁଳା, ଦୁଷ୍ଟଶ୍ୱାପଦଦ୍ୱହ୍ୱାହବଭଗ୍ନ ବିଷାଣଦନ୍ତ— ନଖପିଞ୍ଜରଶର୍କରିଳା, ପକ୍ୱଜମ୍ୱୁରସପିଚ୍ଛଳା, ମରନ୍ଦପୂର୍ଣ୍ଣାଳ— ବାଳା ହୋଇ ବିଶେଷ୍ୟ - ରମଣୀୟତରା ଦିଶୁଅଛି"

ରାଧାମୋହନ. ରାଜେନ୍ଦ୍ରଦେବ ପାଣ୍ଡବ ବନବାସ]