ଶ୍ରୁତିହାରୀ

ଉଇକିଅଭିଧାନ‌ରୁ

ଶ୍ରୁତିହାରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରୁତିହାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଶ୍ରୁତିହାରିନ୍ ଶବ୍ଦ; ଶ୍ରୁତି=କର୍ଣ୍ଣ+ହୃ ଧାତୁ= ହରଣକରିବା+କର୍ତ୍ତୃ. ଇନ୍)[ସମ୍ପାଦନା]

ଯାହା ଶୁଣିଲେ ମନ ମୁଗ୍ଧ ହୁଏ; ଶ୍ରବଣ ମନୋହର — Very sweet to hear.