Jump to content

ଶ୍ରୁତି କଟୁ

ଉଇକିଅଭିଧାନ‌ରୁ

ଶ୍ରୁତି କଟୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୭ମୀ ତତ୍; ଶ୍ରୁତିରେ କଟୁ ବା ଅପ୍ରିୟ)

[ସମ୍ପାଦନା]

କଠୋର ଶବ୍ଦବିଶିଷ୍ଟ; ଦୁଃଶ୍ରବ; ଶୁଣିବାକୁ ଅପ୍ରିୟ ବା କର୍କଶ; ଦୁଃଶ୍ରାବ୍ୟ —Unpalatable to the ear; jarring to the ear; harse to hear; cacophonous.