ଶ୍ରୁତି କଟୁ

ଉଇକିଅଭିଧାନ‌ରୁ

ଶ୍ରୁତି କଟୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୭ମୀ ତତ୍; ଶ୍ରୁତିରେ କଟୁ ବା ଅପ୍ରିୟ)[ସମ୍ପାଦନା]

କଠୋର ଶବ୍ଦବିଶିଷ୍ଟ; ଦୁଃଶ୍ରବ; ଶୁଣିବାକୁ ଅପ୍ରିୟ ବା କର୍କଶ; ଦୁଃଶ୍ରାବ୍ୟ —Unpalatable to the ear; jarring to the ear; harse to hear; cacophonous.