Jump to content

ଶ୍ରୁତି କୁଶଳ

ଉଇକିଅଭିଧାନ‌ରୁ

ଶ୍ରୁତି କୁଶଳ

ଉଚ୍ଚାରଣ

[ସମ୍ପାଦନା]
(ଶ୍ରୁତିକୁଶଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶ୍ରୁତି=ଶାସ୍ତ୍ର=କୁଶଳ; ୭ମୀ ତତ୍)

[ସମ୍ପାଦନା]

ଶାସ୍ତ୍ରଜ୍ଞ; ବେଦଜ୍ଞ —Versed in the Scriptures.