ଶ୍ରୁତି ପାନ

ଉଇକିଅଭିଧାନ‌ରୁ

ଶ୍ରୁତି ପାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଶ୍ରୁତିଦ୍ୱାରା ପାନ)[ସମ୍ପାଦନା]

ପିଇବାପରି କାନରେ ଶ୍ରବଣ — Hearing with the ears with equal avidity as in drinking.

[ଉ—ଅମୃତୁ ଅଧିକ ଏ ଗ୍ୟାନ, ସୃଜନେ ପିଅ ଶ୍ରୁତିପାନ ଯଶୋବନ୍ତ—ପ୍ରାଚୀ. ପ୍ରେମଭକ୍ତି ବ୍ରହ୍ମଗୀତା]