ଶ୍ରୁତି ପାଶୀ

ଉଇକିଅଭିଧାନ‌ରୁ

ଶ୍ରୁତି ପାଶୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଣ—(ଶ୍ରୁତିପାଶ=କର୍ଣ୍ଣପାଶ ବା ସୁନ୍ଦର କର୍ଣ୍ଣ+ଅଛି ଅର୍ଥରେ ଇନ୍; ୧ମା. ୧ବିଭକ୍ତି)

ଶ୍ରବଣାର୍ଥ ଉତ୍କର୍ଣ୍ଣ — Expectant to hear.

[ଉ—ଅଷ୍ଟଦୁର୍ବନାଥ କହେ ହୋଇ ଅଭିଳାଷୀ, ମିତଣୀ କଥିତ ବନଚରେ ଶ୍ରୁତିପାଶୀ କବିସୂର୍ଯ୍ୟ—ସଙ୍ଗୀତ]