ଶ୍ରୁତି ମୁଖ

ଉଇକିଅଭିଧାନ‌ରୁ

ଶ୍ରୁତି ମୁଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କର୍ଣ୍ଣକୁହର; କର୍ଣ୍ଣ ମୁଖ —Ear; organ of hearing.

[ଉ—ବାର୍ତ୍ତା ଔଷଧ ଶ୍ରୁତି— ମୁଖରେ ପିଇ ଭଞ୍ଜ—ବୈଦେହୀଶବିଳାସ]