ଶ୍ରୁତି ସ୍ମୃତି

ଉଇକିଅଭିଧାନ‌ରୁ

ଶ୍ରୁତି ସ୍ମୃତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ସହଚର ଶବ୍ଦ)[ସମ୍ପାଦନା]

ବେଦ ଓ ମନ୍ୱାଦି ପ୍ରଣୀତ ସ୍ମୃତି ବା ଧର୍ମଶାସ୍ତ୍ର —The Bedas and the Smṛutis of the Hindus.

[ଦ୍ରଷ୍ଟବ୍ୟ —ହିନ୍ଦୁ ଧର୍ମଶାସ୍ତ୍ର ୩ ଭାଗରେ ବିଭକ୍ତ ଯଥା—ଶ୍ରୁତି (ବେଦ), ସ୍ମୃତି (ମନ, ପରାଶର, ଯାଜ୍ଞବଲ୍ୟୁ ଆଦିଙ୍କ ରଚିତ ସଂହିତା), ପୁରାଣ (ଅଷ୍ଟାଦଶ ମହାପୁରାଣ ଓ ଉପପୁରାଣମାନ)

ଏହି ୩ ଜାତୀୟ ଶାସ୍ତ୍ରରେ ହିନ୍ଦୁଙ୍କ ଜ୍ଞାତବ୍ୟ ସାଂସାରିକ, ସାମାଜିକ, ବ୍ୟକ୍ତିଗତ ଓ ଆଧ୍ୟାତ୍ମିକ ବିଷୟମାନ ନିହିତ ଅଛି ଶ୍ରୁତି, ସ୍ମୃତି, ପୁରାଣ ମଧ୍ୟରେ କୌଣସି ଗୋଟିଏ ବିଷୟରେ ପ୍ରଭେଦ ବା ଅସାମଞସ୍ୟ ଦେଖାଗଲେ, ପୁରାଣ ଠାରୁ ସ୍ମୃତି ଓ ସ୍ମୃତିଠାରୁ ଶ୍ରୁତି ଅଧିକ ପ୍ରାମାଣିକ ବା ଆଦରଣୀୟ ବୋଲି ପଣ୍ଡିତମାନେ କହିଅଛନ୍ତି]