ଶ୍ରୁତ୍ୟନୁପ୍ରାସ

ଉଇକିଅଭିଧାନ‌ରୁ

ଶ୍ରୁତ୍ୟନୁପ୍ରାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ଅନୁପ୍ରାସ —A kind of alliteration.

[ଦ୍ରଷ୍ଟବ୍ୟ — ଯେଉଁ ରଚନାରେ ତାଲବ୍ୟ ଓ ଦନ୍ତ୍ୟାଦି ବର୍ଣ୍ଣମାନଙ୍କ ଉଚ୍ଚାରଣ ସ୍ଥାନରେ ଏକତ୍ର ଉଚ୍ଚାର୍ଯ୍ୟ ହେତୁକ ବ୍ୟଞ୍ଜନର ସାଦୃଶ୍ୟ ହୁଏ ତାକୁ ଶ୍ରୁତ୍ୟନୁପାସ ବୋଲାଯାଏ— ବିଶ୍ୱକୋଷ]