ଶ୍ରୁବ
ଦେଖଣା
ଶ୍ରୁବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - କ୍ଲୀ (ଶ୍ରୁ ଧାତୁ=କ୍ଷରିତ ହେବା+ଅଧିକରଣ. ଅ)
[ସମ୍ପାଦନା]- ୧. ଯଜ୍ଞ; ଯାଗ —୧, Vedic sacrifice or oblation of ghee offered unto the fire.
- ୨. (+ଅପାଦାନ. ଅ) ଯଜ୍ଞରେ ଅଗ୍ନି ମଧ୍ୟକୁ ଘୃତ କ୍ଷେପଣ କରିବାର ପାତ୍ରବିଶେଷ; ସ୍ରୁବ —୨. A sort of ladle or spoon with the help of which ghee is poured into the sacrificial fire.