ଶ୍ରେଢ଼ୀ

ଉଇକିଅଭିଧାନ‌ରୁ

ଶ୍ରେଢ଼ୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଅଙ୍କଶାସ୍ତ୍ର; ଲୀଳାବତୀ ସୂତ୍ର; ଶ୍ରେଣୀ+ଢୌକ ଧାତୁ= ଗମନ କରିବା+କର୍ତ୍ତୃ. ଅ+ଈ)[ସମ୍ପାଦନା]

ଅଙ୍କଶାସ୍ତ୍ରରେ ଗଣନାର ପ୍ରକାର ବା ଧାରାବିଶେଷ —Progression; regular proportionate advance or decrease in a series of arithmatical progression.

[ଦ୍ରଷ୍ଟବ୍ୟ —କେତେଗୁଡିଏ ରାଶି ଯେବେ ଏପରି ବିନ୍ୟସ୍ତ ହୋଇଥାଏ ଯେ, ପ୍ରତ୍ୟେକେ ସ୍ୱସ୍ପ ପରବର୍ତ୍ତୀ ରାଶି ଅପେକ୍ଷା ସମାନ ପରିମାଣରେ ଗୁରୁ ବା ଲଘୁ ହୋଇଥାଆନ୍ତି ତେବେ ତାହାକୁ ଶ୍ରେଢ଼ୀ କୁହାଯାଏ]