ଶ୍ରେଣିମାନ୍

ଉଇକିଅଭିଧାନ‌ରୁ

ଶ୍ରେଣିମାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶ୍ରେଣୀ+ମତ୍; ୧ମା. ୨ବ)[ସମ୍ପାଦନା]

୧. ସେନାପତି—(ବିଶ୍ୱକୋଷ) — ୧. Commander.
୨. ଦଳପତି (ବିଶ୍ୱକୋଷ) — ୨. Leader.
୩. ବଣିଗ୍ ଦଳପତି (ବିଶ୍ୱକୋଷ) — ୩. A leader of a company of traders.