Jump to content

ଶ୍ରେଣୀମାନ୍

ଉଇକିଅଭିଧାନ‌ରୁ

ଶ୍ରେଣୀମାନ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶ୍ରେଣୀ+ମତ୍; ୧ମା. ୨ବ)

[ସମ୍ପାଦନା]
୧. ସେନାପତି—(ବିଶ୍ୱକୋଷ) — ୧. Commander.
୨. ଦଳପତି (ବିଶ୍ୱକୋଷ) — ୨. Leader.
୩. ବଣିଗ୍ ଦଳପତି (ବିଶ୍ୱକୋଷ) — ୩. A leader of a company of traders.