ଶ୍ରେଣୀ:ପରଖିନେବେ

ଉଇକିଅଭିଧାନ‌ରୁ

ଏହା ସାମୟିକ ଭାବେ ଗଢାଯାଇଥିବା ଏକ ଶ୍ରେଣୀ । ଏଥିରେ ସିଧାସଳଖ ନକଲ କରାଯାଇଥିବା ଲେଖା ଗୁଡିକୁ ରଖାଯାଇଥାଏ । ଏହି ଲେଖାରେ ଫଣ୍ଟ ଅସୁବିଧା, ବନାନ ତ୍ରୁଟି ଓ ସଜାଣି ରେ ଅସୁବିଧା ରହିଛି । ଏହା ଧୀରେ ଧୀରେ ବଦଳା ଯିବ ଓ ଏହି ଶ୍ରେଣୀ ବାହାର କରିଦିଆଯିବ । ଅନ୍ୟ ଉଇକିଆଳିଙ୍କୁ ବି ସାହାଯ୍ୟ ପାଇଁ ଅନୁରୋଧ । ଏହି ଶ୍ରେଣୀରେ କିଛି ବଡ ଧରଣର ବଦଳ କରିବା ପୂର୍ବରୁ, ଆଲୋଚନା ପୃଷ୍ଠାରେ ଆଲୋଚନା କରନ୍ତୁ । ଏହି ଶ୍ରେଣୀ ଓ ଶ୍ରେଣୀରେ ଥିବା ଲେଖା ସମ୍ପର୍କରେ ବି ଆଲୋଚନା ସ୍ଵାଗତଯୋଗ୍ୟ ।

"ପରଖିନେବେ" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ

ମୋଟ ୫ ରୁ ଏହି ଶ୍ରେଣୀ ଭିତରେ ୫ଟି ପୃଷ୍ଠା ଅଛି ।