ଶ୍ରେଷ୍ଠା

ଉଇକିଅଭିଧାନ‌ରୁ

ଶ୍ରେଷ୍ଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. ସ୍ଥଳପଦ; ସ୍ଥଳକମଳ —୧. Ionidinam Suffrutico sum (a flower-tree).
୨. ମେଦା —୨. A medicinal root.
୩. ଉତ୍ତମା ନାରୀ — ୩. An excellent woman.
୪. ତ୍ରିଫଳା (ବିଶ୍ୱକୋଷ) —୪. The ୩ myrobalans.

ସଂସ୍କୃତ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

ଶ୍ରେଷ୍ଠର ସ୍ତ୍ରୀଲିଙ୍ଗ —Feminine of Sdot;reshṭha