Jump to content

ଶ୍ରେଷ୍ଠାଶ୍ରମ

ଉଇକିଅଭିଧାନ‌ରୁ

ଶ୍ରେଷ୍ଠାଶ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା, ଶ୍ରେଷ୍ଠ+ଆଶ୍ରମ; ଚାରିଗୋଟି ଆଶ୍ରମ ମଧ୍ୟରେ ପ୍ରଧାନ ଆଶ୍ରମ)

[ସମ୍ପାଦନା]

ଗୃହସ୍ଥାଶ୍ରମ — The condition or state of a householder.

[ଦ୍ରଷ୍ଟବ୍ୟ —କାରଣ, ଏ ଆଶ୍ରମୀ ବ୍ୟକ୍ତିମାନେ ଅନ୍ୟ ତିନି ଆଶ୍ରମର ବ୍ୟକ୍ତିମାନଙ୍କୁ ପାଳନ କରନ୍ତି]