ଶ୍ରେଷ୍ଠୀ

ଉଇକିଅଭିଧାନ‌ରୁ

ଶ୍ରେଷ୍ଠୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶେଠ—ଅପଭ୍ରଂଶ ଶବ୍ଦ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶ୍ରେଷ୍ଠ+ଇନ୍; ଶ୍ରେଷ୍ଠିନ୍; ୧ମା. ୧ବ. ଶିଳ୍ପି— କୁଳର ଶ୍ରେଷ୍ଠ ବ୍ୟକ୍ତି)[ସମ୍ପାଦନା]

୧. କୁଳୋତ୍ତମ ବ୍ୟକ୍ତି — ୧. An artison of a high caste.
୨. ବଣିକ —୨. A merchant.
୩. ଶେଠ; ମହାଧନୀ ବଣିକ —୩. A millionaire; a merchant prince.