ଶ୍ରେୟଃ

ଉଇକିଅଭିଧାନ‌ରୁ

ଶ୍ରେୟଃ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରେୟସ୍—ଅନ୍ୟରୂପ)

(ଶ୍ରେୟ—ଦେଶଜ - ରୂପ)

(ଶ୍ରେୟାନି—ପୁଂଲିଙ୍ଗ) (ଶ୍ରେୟସୀ—ସ୍ତ୍ରୀଲିଙ୍ଗ) 

ସଂସ୍କୃତ - ବିଶେଷଣ - କ୍ଲୀ (ପ୍ରଶସ୍ୟ+ଅତ୍ୟର୍ଥେ. ଈୟସ୍=ଶ୍ରେୟସ୍; ପ୍ରଶସ୍ୟ ସ୍ଥାନରେ 'ଶ୍ର' ଆଗମ)[ସମ୍ପାଦନା]

୧. —ଉତ୍ତମ —୧. Good.
୨. ଶ୍ରେଷ୍ଠ —୨. Excellent.
୩. ସଙ୍ଗତ; ଉପଯୁକ୍ତ; ପ୍ରଶସ୍ତ — ୩, Suitable; preferable.
୪. ଶୁଭକର; ହିତକର —୪. Beneficial; auspicious.

ବିଶେଷ୍ୟ -[ସମ୍ପାଦନା]

୧. ଧର୍ମ —୧. Righteousness.
୨. ମୁକ୍ତି; ଅପବର୍ଗ —୨. Salvation; final beautitude.
୩. ଧର୍ମଲାଭ; ପୁଣ୍ୟ —୩. Religious merit.
୪. ସୁଖ; ମଙ୍ଗଳ —୪, Good; blessing
୫. ସୌଭାଗ୍ୟ —୫. Good fortune.
୬. ଉପକାର — ୬. Benefit.

[ଦ୍ରଷ୍ଟବ୍ୟ —ଶାସ୍ତ୍ରକାରମାନେ ଶ୍ରେୟଃ= ହିତକର ଓ ପ୍ରେୟଃ=ପ୍ରିୟବସ୍ତୁ ମଧ୍ୟରେ ପ୍ରଭେଦ ଦେଖାଇ ଅଛନ୍ତି ପ୍ରେୟଃ ନହେଉ ପଛକେ ସର୍ବଦା ଶ୍ରେୟଃର ଅନୁସରଣ କରିବ]