Jump to content

ଶ୍ରେୟକାଳ

ଉଇକିଅଭିଧାନ‌ରୁ

ଶ୍ରେୟକାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶ୍ରେୟଃକାଳ)

[ସମ୍ପାଦନା]
୧. ଶୁଭ ସମୟ — ୧. Auspicious time.
୨. ଲାଭର ସମୟ — ୨. The time of gain.

[ଉ—ଶ୍ରେୟକାଳ ନିକଟେ ତୁମ୍ଭର ପ୍ରାପତ—କୃଷ୍ଣସିଂହ. ମହାଭାରତ. ବନ]