ଶ୍ରେୟସୀ

ଉଇକିଅଭିଧାନ‌ରୁ

ଶ୍ରେୟସୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଶ୍ରେୟସ୍+ସ୍ତ୍ରୀ. ଈ)[ସମ୍ପାଦନା]

ମଙ୍ଗଳକରୀ; ଶୁଭଙ୍କରୀ; ହିତକରୀ —Beneficial.

ବିଶେଷ୍ୟ -[ସମ୍ପାଦନା]

୧. ହରିତକୀ; ହରିଡ଼ା —୧. Myrobalan.
୨. ଗଜପିପ୍ପଳୀ — ୨. Pathos Officialis.
୩. ରାସ୍ନା — ୩. Vanda Roxburghi.