ଶ୍ରେୟସ୍କାମ

ଉଇକିଅଭିଧାନ‌ରୁ

ଶ୍ରେୟସ୍କାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶ୍ରେୟସ୍କାମା, ଶ୍ରେୟସ୍କାମିନୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶ୍ରେୟଃ ଅଟେ କାମ ଯାହାର; ବହୁବ୍ରୀହି)[ସମ୍ପାଦନା]

ମଙ୍ଗଳକାମୀ —Wishing good.