ଶ୍ରେୟାନ୍

ଉଇକିଅଭିଧାନ‌ରୁ

ଶ୍ରେୟାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶ୍ରେୟସୀ—ସ୍ତ୍ରୀ. ବିଣ]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶ୍ରେୟସ୍ ଶବ୍ଦ; ପୁଂ. ୧ମା. ୧ବ)[ସମ୍ପାଦନା]

୧. ଧର୍ମ; ପୁଣ୍ୟ —୧. Righteousness; religious merit; piety.
୨. ମୋକ୍ଷ; ମୁକ୍ତି; ଅପବର୍ଗ — ୨. Salvation; beatitude.
୩. ମଙ୍ଗଳ; ଶୁଭ — ୩. Wellbeing; welfare.
୪. ସୁଖ —୪. Happiness; pleasure.
୫. ସୌଭାଗ୍ୟ —୫. Prosperity; good fortune.
୬. ହିତ —୬. Benefit.

ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ଶ୍ରେଷ୍ଠ —୧. Prominent; superior.
୨. ମଙ୍ଗଳକର; ଶୁଭକର; ଶୁଭ— ଯୁକ୍ତ —୨. Auspicious; fortunate.
୩. ହିତ— କର —୩. Beneficial.
୪. ଅତି ପ୍ରଶସ୍ତ — ୪. Very suitable.
୫. ପ୍ରଶସ୍ୟ —୫. Praise- worthy.