ଶ୍ରୋଣି

ଉଇକିଅଭିଧାନ‌ରୁ

ଶ୍ରୋଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରୋଣି[ଣୀ]କା—ଅନ୍ୟରୂପ)

ସଂସ୍କୃତ - ବି(ଶ୍ରୋଣ୍ ଧାତୁ=ସ୍ଥୂଳ ହେବା+କର୍ତ୍ତୃ. ଇ; ଈ; ଯେଉଁଠାରେ ମାଂସ ସ୍ଥୂଳ ହୁଏ)[ସମ୍ପାଦନା]

୧. ନିତମ୍ୱଦେଶ; ପିଚା —୧. The hips; buttocks.
୨. କଟିଦେଶ —୨. The loins.
୩. ପଥ; ରାସ୍ତା —୩. Road.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଶୋଣିତ)[ସମ୍ପାଦନା]

ଶୋଣିତ; ଭକ୍ତ —Blood.

[ଦ୍ରଷ୍ଟବ୍ୟ —ଶିବ ଶିରେ ଶ୍ରୋଣି ପଡୁଅଛି ଝରଝର—ପ୍ରାଚୀ ବ୍ରହ୍ମନିରୂପଣ ଗୀତା]