ଶ୍ରୋଣୀ
ଦେଖଣା
ଶ୍ରୋଣୀ
ଉଚ୍ଚାରଣ
[ସମ୍ପାଦନା](ଶ୍ରୋଣି[ଣୀ]କା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି(ଶ୍ରୋଣ୍ ଧାତୁ=ସ୍ଥୂଳ ହେବା+କର୍ତ୍ତୃ. ଇ; ଈ; ଯେଉଁଠାରେ ମାଂସ ସ୍ଥୂଳ ହୁଏ)
[ସମ୍ପାଦନା]- ୧. ନିତମ୍ୱଦେଶ; ପିଚା —୧. The hips; buttocks.
- ୨. କଟିଦେଶ —୨. The loins.
- ୩. ପଥ; ରାସ୍ତା —୩. Road.
ଗ୍ରାମ୍ୟ - ବି(ସଂସ୍କୃତ - ଶୋଣିତ)
[ସମ୍ପାଦନା]ଶୋଣିତ; ଭକ୍ତ —Blood.
[ଦ୍ରଷ୍ଟବ୍ୟ —ଶିବ ଶିରେ ଶ୍ରୋଣି ପଡୁଅଛି ଝରଝର—ପ୍ରାଚୀ ବ୍ରହ୍ମନିରୂପଣ ଗୀତା]