ଶ୍ରୋଣେହା

ଉଇକିଅଭିଧାନ‌ରୁ

ଶ୍ରୋଣେହା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଶ୍ରୋଣେହୀ—ସ୍ତ୍ରୀ) 

ଗ୍ରାମ୍ୟ - ବି(ସଂସ୍କୃତ - ସ୍ପୃହା; ଶ୍ରଦ୍ଧା)[ସମ୍ପାଦନା]

୧. କାମୁକ ବ୍ୟକ୍ତି — ୧. Lecherous person.

(ଉ—ଶ୍ରୋଣେହା ରତି ଅରତେ ଶ୍ରୋଣେହୀକି ଲୋଡ଼େ—ପ୍ରାଚୀ. ରହସ୍ୟ ମଞ୍ଜରୀ)

୨. ସ୍ପୃହା —୨. Eagerness.

ଦେଶଜ - ବିଶେଷଣ -[ସମ୍ପାଦନା]

ସ୍ପୃହାଯୁକ୍ତ —Eager; hankering.