ଶ୍ୟ

ଉଇକିଅଭିଧାନ‌ରୁ

ଶ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - ରୂପ[ସମ୍ପାଦନା]

'ଶ'ର ପଣ୍ଡିତିଆ ଉଚ୍ଚାରଣ —The pronuciation of the cerebral 'S' by some pandits.

(ଯଥା— ଶନି ସ୍ଥଳରେ ଶ୍ୟନୀ, ଶାକ ସ୍ଥଳରେ ଶ୍ୟାକ ଇତ୍ୟାଦି କିନ୍ତୁ 'ଶ'ରୁ ପ୍ରକୃତ ଉଚ୍ଚାରଣ୍ 'ସ' ଓ 'ଷ' ଠାରୁ ସ୍ୱତନ୍ତ୍ର 'ଶ'କୁ ସ୍ପଷ୍ଟ ଭାବରେ 'ଶ୍ୟ' ବୋଲି ଉଚ୍ଚାରଣ କରିବା ଅନୁଚିତ ଜିଭ ଦାନ୍ତ ସଙ୍ଗେ ମିଶିଲେ 'ସ'ର ଉଚ୍ଚାରଣ ବାହାରେ, ମୁର୍ଦ୍ଧା ସଙ୍ଗେ ମିଶିଲେ 'ଷ'ର ଉଚ୍ଚାରଣ ହୁଏ ଓ ତାଳୁ ସଙ୍ଗେ ମିଶିଲେ 'ଶ' ଉଚ୍ଚାରିତ ହୁଏ)