ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଏକତ୍ରିଂଶ ବ୍ୟଞ୍ଜନବର୍ଣ୍ଣ (ଏହାର ଉଚ୍ଚାରଣ ସ୍ଥାନ ମୂର୍ଦ୍ଧା ବା ମସ୍ତକ) —The ୩୧st consonant (it is cerebral corresponding to 'sh' in English).

[ଦ୍ରଷ୍ଟବ୍ୟ —ଭାଷାରେ ଶ, ଷ, ଓ ସର ଉଚ୍ଚାରଣ ଭେଦ ରକ୍ଷା କରା ଯାଏ ନାହିଁ କିନ୍ତୁ ଭାଷାରେ ସଂସ୍କୃତ ଓ ସଂସ୍କୃତମୂଳକ ଶବ୍ଦରେ ଥିବା 'ଷ' ଛଡା ଅନ୍ୟତ୍ର 'ଶ' ଓ 'ସ'ର ବେଶି ବ୍ୟବହାର ଦେଖାଯାଏ ବିଦେଶାଗତ ଶବ୍ଦମାନଙ୍କରେ ଟ ଓ ଠ ପୂର୍ବରେ ଯୁକ୍ତ 'ସ' ଓଡ଼ିଆରେ 'ଷ୍ଟ' ରୂପେ ସଚରାଚର ଲେଖାଯାଏ, ଯଥା—ଷ୍ଟାମ୍ପ୍, ଷ୍ଟାର୍, ଷ୍ଟୋର୍, ଷ୍ଟେସନ୍, ମାଷ୍ଟର୍, ଷ୍ଟିମର୍ କିନ୍ତୁ କେହି କେହି ବୈଦେଶିକ ଶବ୍ଦ ମାନଙ୍କର ଓଡ଼ିଆରେ ଅକ୍ଷରାନ୍ତକରଣରେ ମାସ୍ଟର, ଖ୍ରୀସ୍ଟ ଲେଖୁଅଛନ୍ତି ଧ୍ୱନି ବିଜ୍ଞାନ ଦିଗରୁ ଦେଖିଲେ 'ସ' ଧ୍ୱନି ଚ, ଛ ପୂର୍ବରେ ମିଶିଲେ ଶ୍ଚ, ଶ୍ଛ; ଟ, ଠ ପୂର୍ବରେ ମିଶିଲେ ଷ୍ଟ, ଷ୍ଠ, ଓ ତ, ଥ ପୂର୍ବେ ମିଶିଲେ ସ୍ତ, ସ୍ଥ ହେବା ଉଚିତ ଇଂରାଜିରେ Master ମାସ୍ଟର ଲେଖା ଯାଉଥିଲେ ମଧ୍ୟ ଧ୍ୱନି ଦୃଷ୍ଟିରେ ଏହା ମାଷ୍ଟରରୂପେ ଉଚ୍ଚାରିତ ହେଉଥିବା କଥା ସ୍ପଷ୍ଟ ଲକ୍ଷ୍ୟ କରା ଯାଇ ପାରିବ ସାଧାରଣତଃ ଦେଖାଯାଏ ଯେ, ହିନ୍ଦୁସ୍ଥାନୀମାନେ 'ଷ'କୁ 'ଖ' ରୂପେ ଉଚାରଣକରନ୍ତି ଯଥା ପାଖାନ୍, ସହସ୍ର ଶୀର୍ଖା; 'ଷ'ର ଏହି 'ଖ' ଉଚ୍ଚାରଣର ସୂଚନା ଓଡ଼ିଆରେ ମଧ୍ୟ କେତେକ ସ୍ଥଳରେ ଅଛି ଯଥା—ପାଖଣ୍ଡୀ, ଭାଖା

ବି—(ସୋ ଧାତୁ=ନାଶ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. (ଯେ ବିଘ୍ନ ନାଶ କରନ୍ତି; ବିଘ୍ନ ବିନାଶକ) ଗଣେଶ; ଲମ୍ୱୋଦର —୧. The elephant-headed God of learning. (who removes all obstruction)
୨. (+ଭାବ ଅ) ନାଶ —୨. Destruction; loss.
୩. ଧ୍ୱଂସ —୩. Ruin.
୪. କ୍ଷତି —୪. Injury.
୫. ଶେଷ —୫. End.
୬. ଅବଶେଷ —୬, Remainder; remnant.
୭. (+ଅଧି ଅ; ଯହିରେ ଚେତନାର ନାଶ ହୁଏ) ସୁପ୍ରି; ନିଦ୍ରା —୭. Sleep.
୮. ମୋକ୍ଷ; ମୁକ୍ତି ୮. Beatitude; liberation.
୯. (+କର୍ତ୍ତୃ ଅ; ଯାହା ପାପ ବିନାଶ କରେ) ସ୍ୱର୍ଗ —୯. Heaven.
୧. କେଶ —୧୦. Hair.
୧୧. ଅଙ୍କୁର —୧୧. Germ.
୧୨. ଶିକ୍ଷକ —୧୨. Teacher.
୧୩. ଧେର୍ଯ୍ୟ —୧୩. Patience.
୧୪. ମାନବ —୧୪. Man.
୧୫. ଶିରଃ —୧୫. Head.
୧୬. ଗର୍ଭମୋଚନ —୧୬. Child delivery.
୧୭. ଚୁଚୁକ —୧୭. A teat; nipple (Apte).

ବିଶେଷଣ -[ସମ୍ପାଦନା]

୧. ଶ୍ରେଷ୍ଠ —୧. Excellent; superior.
୨. ବିଜ୍ଞ; ଜ୍ଞାନୀ —୨. Wise.
୩. ସୁଶ୍ରୀ; ଶୋଭନ; ସୁନ୍ଦର —୩. Graceful.
୪. ପଣ୍ଡିତ —୪. Learned (Apte)