ଷଟ୍ପଦୀ

ଉଇକିଅଭିଧାନ‌ରୁ

ଷଟ୍ପଦୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଷଟ୍ପଦ+ଈ)[ସମ୍ପାଦନା]

୧. ଭ୍ରମରୀ — ୧. A female bee.
୨. ଛଅ ଚରଣବିଶିଷ୍ଟ ଶ୍ଳୋକ; ଛଅ ପୋଇ —୨. Hexametre; a stanza consisting of six lines.
୩. ଉକୁଣି —୩. Louse (Apte).
୪. ଝିଣ୍ଟିକା (ବିଶ୍ୱକୋଷ) — ୪. Grasshopper.