ଷଟ୍ ପଦଜ୍ୟ

ଉଇକିଅଭିଧାନ‌ରୁ

ଷଟ୍ ପଦଜ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ଷଟ୍ପଦ=ଭ୍ରମର ଅଟେ ଜ୍ୟା=ଧନୁର୍ଗୁଣ ଯାହାର; ଭ୍ରମରମାନେ ଯେଉଁ ଧନୁର ଗୁଣ ରୂପେ କଳ୍ପିତ)[ସମ୍ପାଦନା]

କାମଦେବଙ୍କ ଧନୁ —(The bow of Cupid) having black bees for its bowstring; (Apte).