ଷଡକାନ ମନ୍ତ୍ରଭେଦ

ଉଇକିଅଭିଧାନ‌ରୁ

ଷଡକାନ ମନ୍ତ୍ରଭେଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ଦେଶଜ - ପ୍ରବଚନ (ସଂସ୍କୃତ - ଷ଼ଟକର୍ଣ୍ଣଂ ଭିଦ୍ୟତେ ମନ୍ତ୍ରଃ) ଦୁଇଜଣଙ୍କ ମଧ୍ୟରେ ଘଟିଥିବା କୌଣସି ଗୁପ୍ତ ବିଷୟ ତୃତୀୟ ବ୍ୟକ୍ତିଠାରେ ପ୍ରକାଶିତ ହେଲେ ତାହା ଆଉ ଗୁପ୍ତହୋଇ


ରହିପାରେ ନାହିଁ (ଅର୍ଥାତ୍ ତାହା କ୍ରମଶଃ ସର୍ବସାଧାରଣରେ ପ୍ରଘଟ ହୁଏ) —A proverb meaning-A secret becomes public if it is divulged to the ears of a ୩rd person.