ଷଡଯନ୍ତ୍ର
ଚକ୍ରାନ୍ତ — Conspiracy.
[ଦ୍ରଷ୍ଟବ୍ୟ —ତନ୍ତ୍ରୋକ୍ତ ମାରଣ, ବଶୀକରଣ ପ୍ରଭୃତିତ ୬ ଗୋଟି କର୍ମ ସାଧନରୁ ସମ୍ଭବତଃ ଏହି ଷଡ୍ଯନ୍ତ୍ର ଶବ୍ଦର ଉତ୍ପତ୍ତି ହୋଇଅଛି]