ଷଡ଼ବିକାର
ଦେଖଣା
ଷଡ଼ବିକାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଷଡ୍ୱିକାର—ସଂସ୍କୃତ - ରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍+ବିକାର)
[ସମ୍ପାଦନା]ଜନ୍ମ, ସ୍ଥିତି, ବୃଦ୍ଧି, ପରିମାଣ; କ୍ଷୟ ଓ ବିନାଶ, ଏହିରୂପ ପ୍ରାଣୀର ଛଅଟି ପରିବର୍ତ୍ତନ ବା ଅବସ୍ଥା —Six transformations which an animate being undergoes during its earthly existence.
[ଉ—ସ୍ୱଭାବେ ମନୁଷ୍ୟ ଶରୀରେ ଜନ୍ମଇ ଏ ଷଡବିକାରେ ଜଗନ୍ନାଥ. ଭାଗବତ]