ଷଡ୍ଗାବ

ଉଇକିଅଭିଧାନ‌ରୁ

ଷଡ୍ଗାବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷଡ୍ଗବୀୟ—ବିଣ)

(ଷଡ୍ଗବ—ଅନ୍ୟରୂପ)

(ଷଡ଼ଗବ—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ - (ଷଟ୍+ଗୋ; ସମାହାର ଦିଗୁ)[ସମ୍ପାଦନା]

ଛଅଟି ଗୋରୁ — Six heads of cattle.

ସଂସ୍କୃତ - ବିଣ—(ବହୁବ୍ରୀହି)[ସମ୍ପାଦନା]

୧. ଛଅଟି ଗୋରୁଦ୍ୱାରା ଆକୃଷ୍ଟ (ହଳ, ଶକଟାଦି) —୧. Drawn by six oxen.
୨. ଛଅଟି ବଳଦଦ୍ୱାରା ଆକୃଷ୍ଟ (ଭୂମି) —୨. Ploughed by Six oxen.