ଷଡ୍ଗାବ
ଦେଖଣା
ଷଡ୍ଗାବ
ଉଚ୍ଚାରଣ
[ସମ୍ପାଦନା](ଷଡ୍ଗବୀୟ—ବିଣ)
(ଷଡ୍ଗବ—ଅନ୍ୟରୂପ)
(ଷଡ଼ଗବ—ଦେଶଜରୂପ)
ସଂସ୍କୃତ - ବିଶେଷ୍ୟ - (ଷଟ୍+ଗୋ; ସମାହାର ଦିଗୁ)
[ସମ୍ପାଦନା]ଛଅଟି ଗୋରୁ — Six heads of cattle.
ସଂସ୍କୃତ - ବିଣ—(ବହୁବ୍ରୀହି)
[ସମ୍ପାଦନା]- ୧. ଛଅଟି ଗୋରୁଦ୍ୱାରା ଆକୃଷ୍ଟ (ହଳ, ଶକଟାଦି) —୧. Drawn by six oxen.
- ୨. ଛଅଟି ବଳଦଦ୍ୱାରା ଆକୃଷ୍ଟ (ଭୂମି) —୨. Ploughed by Six oxen.