Jump to content

ଷଡ୍ୱକ୍ତ୍ର

ଉଇକିଅଭିଧାନ‌ରୁ

ଷଡ୍ୱକ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ଛଅଟି ମୁହଁ —୧. Six faces of heads.
୨. (ବହୁବ୍ରୀହି) ଷଡ଼ାନନ; କାର୍ତ୍ତିକେୟ —୨. The eldest son of Ṡiba.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଛଅଟି ମୁଖଯୁକ୍ତ —Having ୬ heads or faces.