ଷଡ୍ୱିନ୍ଦୁ ତୈଳ
ଷଡ୍ୱିନ୍ଦୁ ତୈଳ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଷଡ଼ବିନ୍ଦୁ ତୈଳ—ଦେଶଜ ରୂପ)
ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)[ସମ୍ପାଦନା]
- ୧. ଶିତରୋଗରେ ହିତକର କବିରାଜି ତୈଳବିଶେଷ — ୧. Name of medicated oil.
[ଦ୍ରଷ୍ଟବ୍ୟ —ଏହି ତୈଳକୁ ଲଲାଟ, ଶଙ୍ଖ ଓ ବ୍ରହ୍ମରନ୍ଧ୍ରରେ ମାଲିସ୍ ଓ ନାସିକାଦ୍ୱାରା ନସ୍ୟ ଗ୍ରହଣ କଲେ ଯାବତୀୟ ଶିରୋରୋଗ ପ୍ରଶମିତ ହୁଏ; କେଶ, ଦନ୍ତ ଦୃଢ଼ ହୁଏ, ଦୃଷ୍ଟିଶକ୍ତି ବଢ଼େ]