ଷଣ୍ଡାମାର୍କା
ଦେଖଣା
ଷଣ୍ଡାମାର୍କା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଷଣ୍ଡାମାର୍କା
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଷଣ୍ଡ=ବୃଷ; ଅର୍ଥାତ୍ ବୃଷ ପରି ବଳବାନ୍; ଷଣ୍ଡାମାର୍କ ବା ବିଷାଳକାୟ, ତୁଳ, ତା—ଷଣ୍ଡେ=ଯୁଦ୍ଧ, ଲଢେଇ)
[ସମ୍ପାଦନା]- ୧. ବଳବାନ୍ ଓ ପୃଥୁଳବ୍ୟକ୍ତି —୧. A strong and fat man; a stout, strong and tall man.
- ୨. ଉଦ୍ଧତ ଓ ଦୁର୍ବିନୀତ ବ୍ୟକ୍ତି; ଦୁଷ୍ଟ ଓ ବଳୁଆ ଲୋକ —୨. A strong and wicked man.
- ୩. ବଳୀ; ମଲ୍ଲ —୩. An athelete.
ଦେଶଜ - ବିଶେଷଣ -
[ସମ୍ପାଦନା]ବଳୁଆ ଓ ପୃଥୁଳ —Stout and strong.