ଷଣ୍ଢାଇବା

ଉଇକିଅଭିଧାନ‌ରୁ

ଷଣ୍ଢାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି(ସଂସ୍କୃତ - ଷଣ୍ଢ=ବୃଷ ଶବ୍ଦରୁ)[ସମ୍ପାଦନା]

୧. (ସକର୍ମକ) (ଋତୁମତୀ ଗାଭୀକୁ ନେଇ ବଳ— ପର୍ବକ ଷଣ୍ଢ ନିକଟରେ ଯୁଟାଇବା ଅର୍ଥରୁ) କୌଣସି ବ୍ୟକ୍ତିକୁ ତାର ଇଚ୍ଛା ବିରୁଦ୍ଧରେ କୌଣସି—ଠାରେ ବା କୌଣସି କାର୍ଯ୍ୟରେ ଯୁଟାଇବା —୧. To force a person into some place to work against his wish.
୨. (ଅକର୍ମକ. ଷଣ୍ଢ=ନପୁଂସକ)—(ବୃକ୍ଷାଦି) ବନ୍ଧ୍ୟତ୍ୱ ହେତୁ ହୃଷ୍ଟ— ପୃଷ୍ଟ ହେବା —୩. To grow iistily or over luxuriantly (said of barren trees.)