ଷଣ୍ଣନୁ

ଉଇକିଅଭିଧାନ‌ରୁ

ଷଣ୍ଣନୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଷଟ୍+ମନୁ)[ସମ୍ପାଦନା]

ସୃଷ୍ଟିର ଆଦ୍ୟରୁ ଏକାଦିକ୍ରମେ ରାଜତ୍ୱ କରୁଥିବା ୬ ଜଣ ମନୁ —Six successive progenitors of the mankind.

[ଦ୍ରଷ୍ଟବ୍ୟ —ସୃଷ୍ଟିର ପ୍ରତି କଳ୍ପକୁ ୧୪: ଜଣ ମନୁ ଭୋଗ କରନ୍ତି ବର୍ତ୍ତମାନ ୭ମ ମନୁ ବା ବୈବସ୍ୱତ ମନୁଙ୍କର ଅଷ୍ଟାବିଂଶ ଯୁଗର ଦଶମ ଭାଗ ଭୋଗ ହେଉଅଛି ଷଣ୍ମନ୍ୱତୀତ ତଳେ ଟୀକା ଦେଖ]