ଷଷ୍ଠାଷ୍ଟମ

ଉଇକିଅଭିଧାନ ରୁ
Jump to navigation Jump to search

ଷଷ୍ଠାଷ୍ଟମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଛଅ ସ୍ଥାନୀୟ ଓ ଆଠ ସ୍ଥାନୀୟ —Sixth and eighth.

[ଦ୍ରଷ୍ଟବ୍ୟ —ଜ୍ୟୋତିଷ ଗଣନା କ୍ରମେ ଦମ୍ପତ୍ତିର ରାଶିମାନଙ୍କର ପରସ୍ପରଠାରୁ ଷଷ୍ଠ ଓ ଅଷ୍ଟମ ସ୍ଥାନରେ ସ୍ଥିତି ଜନିତ ଅଶୁଭ ଯୋଗକୁ ଅନ୍ୟୋଽନ୍ୟ— ଷଷ୍ଠାଷ୍ଟମ କହନ୍ତି ମହାଦଶା ଓ ଅନ୍ତର୍ଦଶାରେ ଗ୍ରହମାନଙ୍କର ଅବସ୍ଥାନରେ ମଧ୍ୟ ଷଷ୍ଠାଷ୍ଟମ ଯୋଗ ହୁଏ ]