ଷଷ୍ଠ କାଳ

ଉଇକିଅଭିଧାନ‌ରୁ

ଷଷ୍ଠ କାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଛଅ ସଂଖ୍ୟାର ପୂରକ ସମୟ (ବିଶ୍ୱକୋଷ) — The ୬th period.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଷ୍ଠାନ୍ନକାଳ)[ସମ୍ପାଦନା]

ଷଷ୍ଠାନ୍ନକାଳ (ଦେଖ) - —Shashṭhā. nnakāḻa (See)

[ଉ—ନିତି ସାବିତ୍ରୀ ମନ୍ତ୍ରେ ଲକ୍ଷେ ହୋମ କରି ଷଷ୍ଠକାଳେ ଭୋଜନ କରନ୍ତି ଦଣ୍ଡଧାରୀ —କୃଷ୍ଣସିଂହ. ମହାଭାରତ. ବନ]