ଷ଼ଡରିପୁ

ଉଇକିଅଭିଧାନ‌ରୁ

ଷ଼ଡରିପୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷଡ୍ରିପୁ—ଅନ୍ୟରୂପ)

(ଷଡରିପୁ—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ - (ଷଟ୍+ରିପୁ)[ସମ୍ପାଦନା]

ମନୁଷ୍ୟର ମନ ମଧ୍ୟରେ ଥିବା କାମ କ୍ରୋଧାଦି ୬ଟି ଅନ୍ତଃଶତ୍ରୁ —The ୬ passions (enemies) Which reside in man.

[ଦ୍ରଷ୍ଟବ୍ୟ —ଯଥା——କାମ —Cupid. କ୍ରୋଧ —Anger. ଲୋଭ —Avarice. ମୋହ —Delusion. ମଦ —Pride. ମାତ୍ସର୍ଯ୍ୟ —Envy.