ଷ଼ଡରିପୁ
ଦେଖଣା
ଷ଼ଡରିପୁ
ଉଚ୍ଚାରଣ
[ସମ୍ପାଦନା](ଷଡ୍ରିପୁ—ଅନ୍ୟରୂପ)
(ଷଡରିପୁ—ଦେଶଜରୂପ)
ସଂସ୍କୃତ - ବିଶେଷ୍ୟ - (ଷଟ୍+ରିପୁ)
[ସମ୍ପାଦନା]ମନୁଷ୍ୟର ମନ ମଧ୍ୟରେ ଥିବା କାମ କ୍ରୋଧାଦି ୬ଟି ଅନ୍ତଃଶତ୍ରୁ —The ୬ passions (enemies) Which reside in man.
[ଦ୍ରଷ୍ଟବ୍ୟ —ଯଥା——କାମ —Cupid. କ୍ରୋଧ —Anger. ଲୋଭ —Avarice. ମୋହ —Delusion. ମଦ —Pride. ମାତ୍ସର୍ଯ୍ୟ —Envy.