ଷାଠିଆ

ଉଇକିଅଭିଧାନ‌ରୁ

ଷାଠିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଷଷ୍ଟିକ)[ସମ୍ପାଦନା]

ଷାଠିଏ ସଂଖ୍ୟା ସମ୍ୱନ୍ଧୀୟ — Relating to the number sixty.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଷାଠିକା (ଦେଖ) - —Shāṭhikā (See)
୨. ମରହଟ୍ଟୀ ବଂଶୋପାଧିବିଶେଷଷ — ୨. A family title amongst the Marhattas.

[ଶିବଭଟ୍ଟ ତଳେ ଟୀକା ଦେଖ]