ଷାଠିଏ

ଉଇକିଅଭିଧାନ‌ରୁ

ଷାଠିଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ) (ସଂସ୍କୃତ - ଷଷ୍ଟି)[ସମ୍ପାଦନା]

ଷଷ୍ଟି; ଛଅ ଗୁଣିତ ଦଶ —Sixty.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଷାଠିଏ ମାତ୍ର ବସ୍ତୁ — Sixty only.

[ଯଥା—କଳି କାଳରେ ସାଧାରଣତଃ ମନୁଷ୍ୟର ଷାଠିଏ ପରମାୟୁ]

ଦେଶଜ - ବିଶେଷଣ -[ସମ୍ପାଦନା]

ବହୁସଂଖ୍ୟକ —Numbering many.

[ଉ—ଷାଠିଏ ଘରୁ ଚକୁଳି ଖାଇ ପଦୀ ଗରୁଘର; ମିଛ—ଢଗ,]