ଷାଠିଏ କାହାଣ

ଉଇକିଅଭିଧାନ‌ରୁ

ଷାଠିଏ କାହାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଅର୍ଥାତ୍ ଷାଠିଏ କାହାଣ ପରିମିତ କଉଡ଼ି; ପୂର୍ବେ ଟଙ୍କା ପଇସା ପରି କଉଡ଼ି ବ୍ୟବହୃତ ହେଉଥିବାରୁ)[ସମ୍ପାଦନା]

ବହୁତ ଧନ —A large sum of money.

[ଉ—ଷାଠିଏ କାହାଣ ତଣ୍ଡକୁ ଅଛି, ହରି ଭଗତିକି କଡ଼ାଏ ନାହିଁ ଢଗ]