ଷୋଡ଼ଶକ

ଉଇକିଅଭିଧାନ‌ରୁ

ଷୋଡ଼ଶକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଷୋଡଶନ୍+ସ୍ୱାର୍ଥେକ)[ସମ୍ପାଦନା]

୧. ମୃତାହ ଶ୍ରାଦ୍ଧ କାଳରେ ପ୍ରେତ ଉଦ୍ଦେଶ୍ୟରେ ଦେୟ ଷୋଳଟି ବସ୍ତୁ —୧. Sixteen articles given away to Brāhmaṇas after being dedicated to the ghost or departed soul of the deceased, during the funeral rites.

[ଦ୍ରଷ୍ଟବ୍ୟ —ଯଥା, ଭୂମି, ଆସନ, ଜଳ, ବସ୍ତ୍ର, ଦୀପ, ଅନ୍ନ, ତାମ୍ୱୁଳ, ଛତ୍ର, ଗନ୍ଧ, ମାଲ୍ୟ, ଫଳ, ଶର୍ଯ୍ୟା, ପାଦୁକା, ଗୋ, କାଞ୍ଚନ ଓ ରଜତ

୨. ଷୋଳସଂଖ୍ୟା —୨. The number sixteen.

(ଶୁଦ୍ଧିତତ୍ୱ)