ଷୋଡ଼ଶବ୍ଦା

ଉଇକିଅଭିଧାନ‌ରୁ

ଷୋଡ଼ଶବ୍ଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ(ସଂସ୍କୃତ - ଷୋଡ଼ଶାବ୍ଦା)[ସମ୍ପାଦନା]

ଯେଉଁ ସ୍ତ୍ରୀର ବୟସ ୧୬: ବରଷ —(a girl) Aged ୧୬ years.

[ଉ—ଷଣ କ୍ଷୀଣ ନୋହିଲାପରି, ଷୋଡଶବ୍ଦାଏ ମଣିଲେ ମୋଦେ ବିହରି କବିସୂର୍ଯ୍ୟ. ରତ୍ନାକର ଚମ୍ପୂ]