ଷୋଡ଼ଶାବ୍ଦ

ଉଇକିଅଭିଧାନ‌ରୁ

ଷୋଡ଼ଶାବ୍ଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷୋଡ଼ଶାବ୍ଦା—ବିଶେଷଣ - ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଷୋଳ ବରଷ —୧. Ṡixteen years.
୨. ଷୋଳବରଷର ପୂରକ ବର୍ଷ — ୨. Sixteenth year.
୩. (ବହୁବ୍ରୀହି ପୁଂ) ୧୬: ବର୍ଷ ବୟସ୍କ —୩. Aged sixteen years.