ଷୋଡ଼ଶୀ

ଉଇକିଅଭିଧାନ‌ରୁ

ଷୋଡ଼ଶୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ଷୋଡ଼ଶନ୍+ଇନ୍; ୧ମା.୧ବ)— ଯଜ୍ଞ ପାତ୍ର ବିଶେଷ; ସସୋମକ ପାତ୍ର—(ଯହିଁରେ ସୋମ ରସ ସ୍ଥାପିତ ହୁଏ) —୧. A kind of sacrificial pot or vessel for keeping the juice of soma plant.
୨. ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଷୋଡାଶ+ଈ)— (ଏହାଙ୍କର ମନ୍ତ୍ର ଷୋଡ଼ଶାକ୍ଷରଯୁକ୍ତ ଥିବାରୁ) ତନ୍ତ୍ରୋକ୍ତ ଦେବୀବିଶେଷ; ଦଶ ମହାବିଦ୍ୟା (ମତାନ୍ତରରେ ଦ୍ୱାଦଶ ମହାବିଦ୍ୟା) ମଧ୍ୟରୁ ଏକତମା —୨. One of the ୧୦ or ୧୨ Goddesses worshipped according to Tāntric rites.
୩. ଗୟାର ପ୍ରେତଶିଳାରେ ଦିଆଯିବା ପିଣ୍ଡ ବିଶେଷ —୩. Oblations and offer ings made at Gayā to the departed souls of almost all conceivable ancestors, relatives, friends, animals, ghosts, servants, born and unborn beings.

[ଦ୍ରଷ୍ଟବ୍ୟ —ଏହି ପିଣ୍ଡର ସଂଖ୍ୟା ୧୯: ହେଲେ ମଧ୍ୟ ପାରିଭାଷିକ ଶବ୍ଦ ରୂପେ 'ଷୋଡ଼ଶୀ' ବ୍ୟବହୃତ ହୋଇଅଛି ଷୋଡ଼ଶ— ପିଣ୍ଡ ଦେଖ]

୪. (ଷୋଡ଼ଶ+ଇନ)—ଅଗ୍ନିଷ୍ଟୋମ ଯାଗର ପ୍ରକାର ଭେଦ —୪. A modification of the Agnshtoma sacrifice (Apte).

ଦେଶଜ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

ଷୋଡ଼ଶ ବର୍ଷୀୟା ଯୁବତୀ —A young woman of sixteen springs.

[ଷୋଡ଼ଶୀ ରସ ପସରା. ଧରି ଗୁଣଧର ପରା—ରାମଶଙ୍କର. ବୁଢ଼ାବର]