ଷୋଡ଼ଶ କଳା

ଉଇକିଅଭିଧାନ‌ରୁ

ଷୋଡ଼ଶ କଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଚନ୍ଦ୍ର ମଣ୍ଡଳର ୧୬: ଭାଗ ମଧ୍ୟରୁ ପ୍ରତ୍ୟେକ ଭାଗ —The sixteen digits of the moon.

[ଦ୍ରଷ୍ଟବ୍ୟ —ପୂର୍ଣ୍ଣିମା ଦିନ ଚନ୍ଦ୍ର ଷୋଡ଼ଶ କଳା ବିଶିଷ୍ଟ ହୋଇ ଥାଆନ୍ତି ଓ ତତ୍ପରେ ପ୍ରତିଦିନ ଗୋଟିଏ ଲେଖାଏଁ କଳା ଊଣା ହୋଇ ଅମାବାସ୍ୟା ଦିନ ଚନ୍ଦ୍ରଙ୍କର ଏକମାତ୍ର କଳା ବାକି ଥାଏ; ପୁଣି ପ୍ରତିପଦ୍ଠାରୁ ଗୋଟିଏ ଲେଖାଏଁ କଳା ବଢ଼େ

ଏହି କଳାମାନଙ୍କର ନାମ ଯଥା—ଅମୃତା, ମାନଦା, ପୂଷା, ତୁଷ୍ଟି, ପଷ୍ଟି, ରତି, ଧୁତି, ଶଶି, ଚନ୍ଦ୍ରିକା, କାନ୍ତି; ଜ୍ୟୋତ୍ସ୍ନା, ଶ୍ରୀ, ପ୍ରୀତି, ଅଙ୍ଗଦା, ପୂର୍ଣ୍ଣା ଓ ପୂର୍ଣ୍ଣାମୃତା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)[ସମ୍ପାଦନା]

କୌଣସି ବିଷୟର ସମସ୍ତ ଅଙ୍ଗ ପୂର୍ଣ୍ଣହେବା ଅବସ୍ଥା; ଷୋଳପଣ — (figurative) The state of full-ness of any matter.